ରୋଟାରି କ୍ଲବ ଭୁବନେଶ୍ବର ୟୁନିକ୍‌ ପକ୍ଷରୁ ସ୍ମାର୍ଟଫୋନ୍‌ ବଣ୍ଟନ

ଭୁବନେଶ୍ବର: ରୋଟାରି କ୍ଲବ ଭୁବନେଶ୍ବର ୟୁନିକ୍ ତରଫରୁ ସ୍ଥାନୀୟ ସ୍ବସ୍ତି ଗ୍ରାଣ୍ଡ ହୋଟେଲରେ ଗରିବ ମେଧାବୀ ଏବଂ ଦୃଷ୍ଟିବାଧିତ ପିଲାମାନଙ୍କୁ ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନାଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ରୋଟାରିଆନ୍ ସଂଜୀବ କୁମାର ଚଢ଼ା ଯୋଗଦେଇ କହିଥିଲେ ଯେ ପରିବର୍ତ୍ତିତ ଶିକ୍ଷା ବ୍ୟବସ୍ଥାରେ ସ୍ମାର୍ଟଫୋନ୍‌ର ଅବଶ୍ୟକତା ବଢ଼ିଯାଇଛି। ଗରିବ ମେଧାବୀ ପିଲାମାନଙ୍କୁ ଏହା ଯୋଗାଇଦେବା ଏକ ସାମାଜିକ କାର୍ଯ୍ୟକ୍ରମ ହେବା ଉଚିତ। ଡ. ସରୋଜ କୁମାର ତ୍ରିପାଠୀଙ୍କ … Continue reading ରୋଟାରି କ୍ଲବ ଭୁବନେଶ୍ବର ୟୁନିକ୍‌ ପକ୍ଷରୁ ସ୍ମାର୍ଟଫୋନ୍‌ ବଣ୍ଟନ